Shanidev's Unique Life Story: ଶନିଙ୍କ ଦେହର ରଙ୍ଗ କାହିଁକି କଳା ଓ କାହିଁକି ତାଙ୍କର ଗୋଟିଏ ଗୋଡ଼ ଛୋଟା?
ପ୍ରଭୁ ଶନିଙ୍କର ଜୀବନ କାହାଣୀ ବଡ଼ ବିଚିତ୍ର। ତାଙ୍କ ଦେହର ରଙ୍ଗ କାହିଁକି କଳା ତାହା କିଏ କିଏ ଅଳ୍ପେବହୁତେ ଜାଣିଥିବେ, କିନ୍ତୁ ତାଙ୍କର ଗୋଟିଏ ଗୋଡ଼ କାହିଁକି ଟିକେ ଛୋଟା ତାହା ହୁଏକ କେହି ଜାଣିନଥିବେ।