Govindpur Murder: ରାତି ଅଧରେ ଘରେ ପଶିଲା ସ୍ତ୍ରୀ, ସ୍ୱାମୀଙ୍କୁ ହାଣିଦେଲା

ରାତି ଅଧିଆ ଘରେ ପଶିଲେ । ଛୁରୀ ଭୁସି ହତ୍ୟା କଲେ । ତା’ ପରେ ମାରିଲେ ଚମ୍ପଟ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ଘଟିଛି ବୀଭତ୍ସ ହତ୍ୟା କାଣ୍ଡ । ଗୋବିନ୍ଦପୁର ଗାଁର କାଳିଆ ସେଠୀଙ୍କ ମୃତ୍ୟୁ ହୋଇଛି । କାଳିଆଙ୍କୁ କିଏ ହତ୍ୟା କଲା ? କାହିଁକି ହତ୍ୟା କଲା ?

Govindpur Murder: ରାତି ଅଧରେ ଘରେ ପଶିଲା ସ୍ତ୍ରୀ, ସ୍ୱାମୀଙ୍କୁ ହାଣିଦେଲା
Array