Grandmother's Cruelty: ନୃଶଂସ ଜେଜେମା'; ନାତି ନାତୁଣୀଙ୍କୁ ମାରି ଲହୁଲୁହାଣ କଲା, ଭୋକିଲା ରଖିଲା
ଭୁବନେଶ୍ୱର ଜିଜିପି କଲୋନୀରେ ନୃଶଂସ କାଣ୍ଡ I ମାଆର ମୃତ୍ୟୁ ପରେ ଦୁଇ ଭାଇ-ଭଉଣୀଙ୍କୁ ଅକଥନୀୟ ନିର୍ଯାତନା ଦେଉଥିଲେ ଜେଜେମା । ନିସ୍ତୁକ ମାଡ ଦେବା ସହ ଭୋକିଲା ରଖୁଥିଲେ । ଦୁଇ ଶିଶୁଙ୍କୁ ଉଦ୍ଧାର କଲା ମଞ୍ଚେଶ୍ୱର ଥାନା ପୋଲିସ ।