GST ଟିମ୍‌ର ଚଢାଉ, କାର୍‌ରୁ ଦେଢ କୋଟି ଟଙ୍କାର ରୂପା ଜବତ

ସମ୍ବଲପୁର ୧୫।୧୦ : ସମ୍ବଲପୁର ସିଟି ଜିଏସ୍‌ଟି ବିଭାଗକୁ ବଡ଼ ସଫଳତା । ସମ୍ବଲପୁର ରେଙ୍ଗାଲି ଝୁରିପଡ଼ାରୁ ଏକ କାର୍‌ରୁ ଜବତ ହୋଇଛି ଦେଢ କ୍ୱିଣ୍ଟାଲ ରୂପା ଜବତ ହୋଇଛି । ଯାହାର ମୂଲ୍ୟ ପ୍ରାୟ ଦେଢ କୋଟିରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଖବର ଅନୁଯାୟୀ, ଏକ କାର୍‌ ଯୋଗେ ବିପୁଳ ପରିମାଣର ରୂପା କୌଣସି ସ୍ଥାନକୁ ଯାଉଥିଲା । ସମ୍ବଲପୁର ସିଟି ଜିଏସ୍‌ଟି ବିଭାଗ କୌଣସି ସୁତ୍ରରୁ ଖବର ପାଇ ରେଙ୍ଗାଲି ଝୁରିପଡ଼ା ନିକଟରେ କାର୍‌କୁ ଅଟକାଇଥିଲା । ଆଉ ସିଜ୍‌ ପରେ କାର୍‌ରୁ ପ୍ରାୟ ଦେଢ କ୍ୱିଣ୍ଟାଲ ରୂପା ଥିବା ଜାଣିବାକୁ ପାଇଥିଲା ଜିଏସ୍‌ଟି ଟିମ୍‌ । ଏହାପରେ ଜବତ ରୂପାକୁ ସମ୍ବଲପୁର ଜିଏସ୍‌ଟି କାର୍ଯ୍ୟାଳୟରେ କାର୍ଯ୍ୟାଳୟକୁ ଆଣିଥିଲା । ଏହାପରେ ସମସ୍ତ ଜବତ ରୂପାର ଓଜନ ହୋଇଥିଲା । ଆଉ ସଠିକ୍‌ ପରିଣାମ ଦେଢ କୋଟିରୁ ଅଧିକ ହେବ ବୋଲି ଜଣାପଡିଛି । 

GST ଟିମ୍‌ର ଚଢାଉ, କାର୍‌ରୁ ଦେଢ କୋଟି ଟଙ୍କାର ରୂପା ଜବତ

ସମ୍ବଲପୁର ୧୫।୧୦ : ସମ୍ବଲପୁର ସିଟି ଜିଏସ୍‌ଟି ବିଭାଗକୁ ବଡ଼ ସଫଳତା । ସମ୍ବଲପୁର ରେଙ୍ଗାଲି ଝୁରିପଡ଼ାରୁ ଏକ କାର୍‌ରୁ ଜବତ ହୋଇଛି ଦେଢ କ୍ୱିଣ୍ଟାଲ ରୂପା ଜବତ ହୋଇଛି । ଯାହାର ମୂଲ୍ୟ ପ୍ରାୟ ଦେଢ କୋଟିରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । 

ଖବର ଅନୁଯାୟୀ, ଏକ କାର୍‌ ଯୋଗେ ବିପୁଳ ପରିମାଣର ରୂପା କୌଣସି ସ୍ଥାନକୁ ଯାଉଥିଲା । ସମ୍ବଲପୁର ସିଟି ଜିଏସ୍‌ଟି ବିଭାଗ କୌଣସି ସୁତ୍ରରୁ ଖବର ପାଇ ରେଙ୍ଗାଲି ଝୁରିପଡ଼ା ନିକଟରେ କାର୍‌କୁ ଅଟକାଇଥିଲା । ଆଉ ସିଜ୍‌ ପରେ କାର୍‌ରୁ ପ୍ରାୟ ଦେଢ କ୍ୱିଣ୍ଟାଲ ରୂପା ଥିବା ଜାଣିବାକୁ ପାଇଥିଲା ଜିଏସ୍‌ଟି ଟିମ୍‌ । ଏହାପରେ ଜବତ ରୂପାକୁ ସମ୍ବଲପୁର ଜିଏସ୍‌ଟି କାର୍ଯ୍ୟାଳୟରେ କାର୍ଯ୍ୟାଳୟକୁ ଆଣିଥିଲା । ଏହାପରେ ସମସ୍ତ ଜବତ ରୂପାର ଓଜନ ହୋଇଥିଲା । ଆଉ ସଠିକ୍‌ ପରିଣାମ ଦେଢ କୋଟିରୁ ଅଧିକ ହେବ ବୋଲି ଜଣାପଡିଛି ।