ବିଏଫ୍ଏଏମ୍ର ନୂଆ ଇକ୍ୱିଟି ଫଣ୍ଡ୍
ଭୁବନେଶ୍ୱର,୧୨।୨: ବଜାଜ ଫିନ୍ସର୍ଭ ଆସେଟ ମ୍ୟାନେଜମେଣ୍ଟ (ବିଏଫ୍ଏଏମ୍)ର ନୂଆ ଇକ୍ୱିଟି ଫଣ୍ଡ ‘ବଜାଜ ଫିନସର୍ଭ ଲାର୍ଜ ଆଣ୍ଡ ମିଡକ୍ୟାପ ଫଣ୍ଡ ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଯାହା ପ୍ରତିସ୍ପର୍ଦ୍ଧାତ୍ମକ ନିବେଶ (ମୋଟ ଇନଭେଷ୍ଟିଂ)ଜରିଆରେ ନିବେଶଙ୍କ ସମ୍ପତ୍ତିରେ ବୃଦ୍ଧି ଘଟାଇବାକୁ ରଣକାୈଶଳାମତ୍କ ଭାବରେ ଡିଜାଇନ କରାଯାଇଛି। ଏହି ଫଣ୍ଡ ଏକ ଓପନ ଏଣ୍ଡେଡ ଇକ୍ୱିଟି ସ୍କିମ, ଯାହା ଉଭୟ ଲାର୍ଜ-କ୍ୟାପ ଏବଂ ମିଡ-କ୍ୟାପରେ ନିବେଶ କରିବାକୁ ଲକ୍ଷ୍ୟ ରଖୁଛି ଏବଂ ଦୀର୍ଘାବଧି ନିରନ୍ତରତା ଏବଂ ଲାଭଉପାର୍ଜନ ସୁନିଶ୍ଚିତ […] The post ବିଏଫ୍ଏଏମ୍ର ନୂଆ ଇକ୍ୱିଟି ଫଣ୍ଡ୍ appeared first on Dharitri Odia News.
ଭୁବନେଶ୍ୱର,୧୨।୨: ବଜାଜ ଫିନ୍ସର୍ଭ ଆସେଟ ମ୍ୟାନେଜମେଣ୍ଟ (ବିଏଫ୍ଏଏମ୍)ର ନୂଆ ଇକ୍ୱିଟି ଫଣ୍ଡ ‘ବଜାଜ ଫିନସର୍ଭ ଲାର୍ଜ ଆଣ୍ଡ ମିଡକ୍ୟାପ ଫଣ୍ଡ ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଯାହା ପ୍ରତିସ୍ପର୍ଦ୍ଧାତ୍ମକ ନିବେଶ (ମୋଟ ଇନଭେଷ୍ଟିଂ)ଜରିଆରେ ନିବେଶଙ୍କ ସମ୍ପତ୍ତିରେ ବୃଦ୍ଧି ଘଟାଇବାକୁ ରଣକାୈଶଳାମତ୍କ ଭାବରେ ଡିଜାଇନ କରାଯାଇଛି।
ଏହି ଫଣ୍ଡ ଏକ ଓପନ ଏଣ୍ଡେଡ ଇକ୍ୱିଟି ସ୍କିମ, ଯାହା ଉଭୟ ଲାର୍ଜ-କ୍ୟାପ ଏବଂ ମିଡ-କ୍ୟାପରେ ନିବେଶ କରିବାକୁ ଲକ୍ଷ୍ୟ ରଖୁଛି ଏବଂ ଦୀର୍ଘାବଧି ନିରନ୍ତରତା ଏବଂ ଲାଭଉପାର୍ଜନ ସୁନିଶ୍ଚିତ କରିବାକୁ ଅର୍ଥନୈତିକ ପ୍ରତିସ୍ପର୍ଦ୍ଧା ଚିନ୍ତାଧାରା ଉପରେ ଗୁରୁତ୍ୱ ଦେଉଛି। ଏ ସମ୍ପର୍କରେ ବିଏଫଏଏମର ସିଇଓ ଗଣେଶ ମୋହନ କହିଥିଲେ,ଏହି ନୂଆ ଅଫର ବଜାର ଗତିଶୀଳତା ସମ୍ପର୍କରେ ଆମର ରଣକାୈଶଳାମତ୍କ ଦୂରଦୃଷ୍ଟି ଏବଂ ଗଭୀର ହୃଦୟଙ୍ଗମର ଏକ ନିଦର୍ଶନ ହୋଇଛି।
The post ବିଏଫ୍ଏଏମ୍ର ନୂଆ ଇକ୍ୱିଟି ଫଣ୍ଡ୍ appeared first on Dharitri Odia News.