Guru-Shishya Relationship: ଏ ଯୁଗର ଏକଲବ୍ୟ....ଗୁରୁଙ୍କୁ କାନ୍ଧରେ ବୋହି ଛତିଶଗଡରୁ ଓଡ଼ିଶା ଆଣିଲେ ଶିଷ୍ୟ, କରାଇଲେ ଚିକିତ୍ସା

ଏବେ ମଧ୍ୟ ଗୁରୁ-ଶିଷ୍ୟର ସେ ଅନାବିଳ ପ୍ରେମ, ପରମ୍ପରା ଆଉ କର୍ତ୍ତବ୍ୟ ବଞ୍ଚିଛି। ଗୁରୁ ଗାଡ଼ିରେ ବସିବାକୁ ରାଜି ନ ହେବାରୁ ଶିଷ୍ୟମାନେ ତାଙ୍କୁ ୮୦ କିଲୋମିଟର କାନ୍ଧରେ ବୋହି ଡାକ୍ତରଖାନାରେ ଚିକିତ୍ସା କରାଇଛନ୍ତି।

Guru-Shishya Relationship: ଏ ଯୁଗର ଏକଲବ୍ୟ....ଗୁରୁଙ୍କୁ କାନ୍ଧରେ ବୋହି ଛତିଶଗଡରୁ ଓଡ଼ିଶା ଆଣିଲେ ଶିଷ୍ୟ, କରାଇଲେ ଚିକିତ୍ସା
Array