ଇନଷ୍ଟାଗ୍ରାମରୁ ସ୍ଵାମୀଙ୍କ ନାମ ହଟାଇଲେ Niti Taylor, ସାମ୍ନାକୁ ଆସିଲା କାରଣ...
ମୁମ୍ଵାଇ ୦୨।୦୬: ଅଭିନେତ୍ରୀ ନୀତି ଟେଲରଙ୍କ ବିବାହ ବିପଦରେ। 'କେସି ୟେ ୟାରିୟାନ୍' ଏବଂ 'ବଡେ ଅଛେ ଲଗତେ ହୈଁ ' ସହିତ ସମସ୍ତଙ୍କ ହୃଦୟକୁ ରାଜ୍ କରୁଥିବା ଅଭିନେତ୍ରୀ ତାଙ୍କ ଦାମ୍ପତ୍ୟ ଜୀବନରେ ସମସ୍ୟା ଖବର ସାମ୍ନାକୁ ଆସୁଛି। କୁହାଯାଉଛି ଯେ ଏହି ଅଭିନେତ୍ରୀ ସୋସିଆଲ ମିଡିଆରୁ ତାଙ୍କ ସ୍ୱାମୀଙ୍କ ଉପନାମ ଇନଷ୍ଟାଗ୍ରାମରେ ହଟାଇ ଦେଇଛନ୍ତି। ଏହା ପରେ ତାଙ୍କ ଛାଡପତ୍ର ଖବର ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଥିଲା।ନୀତି ତାଙ୍କ ସ୍ୱାମୀଙ୍କୁ ଛାଡପତ୍ର ଦେବାକୁ ଯାଉଛନ୍ତି କି?ଏହା ପରେ ଶୁଣିବାକୁ ମିଳିଥିଲା ଯେ ଅଭିନେତ୍ରୀ ନୀତି ଟେଲର ମଧ୍ୟ ଇନଷ୍ଟାଗ୍ରାମରୁ ତାଙ୍କ ସ୍ୱାମୀଙ୍କୁ ଅନଫଲୋ କରିଛନ୍ତି। ଯେତେବେଳେ ଆମେ ଇନଷ୍ଟାଗ୍ରାମରେ ତାଙ୍କର ଫଲୋର୍ସ ତାଲିକା ଯାଞ୍ଚ କରିଥିଲୁ। ସେତେବେଳେ ପରିକ୍ଷିତଙ୍କ ନାମ ଦିଶୁ ନଥିଲା । ଏଭଳି ପରିସ୍ଥିତିରେ ଲୋକଙ୍କ ସନ୍ଦେହ ଆହୁରି ବଢିଯାଇଥିଲା ଯେ ନୀତି ଏବଂ ପରିକ୍ଷିତଙ୍କ ୪ ବର୍ଷର ବିବାହ ଭାଙ୍ଗିପାରେ। ଏହା ବ୍ୟତୀତ ନୀତି ଇନଷ୍ଟାଗ୍ରାମରୁ ବିବାହ ଫଟୋ ଡିଲିଟ କରିଥିବାର ମଧ୍ୟ ଗୁଜବ ଥିଲା। କିନ୍ତୁ ବର୍ତ୍ତମାନ ଏହି ସବୁ ଗୁଜବର ସତ୍ୟ ପଦାକୁ ଆସିଛି।View this post on InstagramA post shared by Niti Taylor (@nititaylor)ଅଭିନେତ୍ରୀ କାହିଁକି ସ୍ୱାମୀଙ୍କ ଉପନାମକୁ ସୋସିଆଲ ମିଡିଆରୁ ହଟାଇ ଦେଇଛନ୍ତି ଏହାର କାରଣ ସାମ୍ନାକୁ ଆସିଛି। ନୀତି ଟେଲର ଛାଡପତ୍ର ଦେଉ ନାହା
ମୁମ୍ଵାଇ ୦୨।୦୬: ଅଭିନେତ୍ରୀ ନୀତି ଟେଲରଙ୍କ ବିବାହ ବିପଦରେ। 'କେସି ୟେ ୟାରିୟାନ୍' ଏବଂ 'ବଡେ ଅଛେ ଲଗତେ ହୈଁ ' ସହିତ ସମସ୍ତଙ୍କ ହୃଦୟକୁ ରାଜ୍ କରୁଥିବା ଅଭିନେତ୍ରୀ ତାଙ୍କ ଦାମ୍ପତ୍ୟ ଜୀବନରେ ସମସ୍ୟା ଖବର ସାମ୍ନାକୁ ଆସୁଛି। କୁହାଯାଉଛି ଯେ ଏହି ଅଭିନେତ୍ରୀ ସୋସିଆଲ ମିଡିଆରୁ ତାଙ୍କ ସ୍ୱାମୀଙ୍କ ଉପନାମ ଇନଷ୍ଟାଗ୍ରାମରେ ହଟାଇ ଦେଇଛନ୍ତି। ଏହା ପରେ ତାଙ୍କ ଛାଡପତ୍ର ଖବର ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଥିଲା।
ନୀତି ତାଙ୍କ ସ୍ୱାମୀଙ୍କୁ ଛାଡପତ୍ର ଦେବାକୁ ଯାଉଛନ୍ତି କି?
ଏହା ପରେ ଶୁଣିବାକୁ ମିଳିଥିଲା ଯେ ଅଭିନେତ୍ରୀ ନୀତି ଟେଲର ମଧ୍ୟ ଇନଷ୍ଟାଗ୍ରାମରୁ ତାଙ୍କ ସ୍ୱାମୀଙ୍କୁ ଅନଫଲୋ କରିଛନ୍ତି। ଯେତେବେଳେ ଆମେ ଇନଷ୍ଟାଗ୍ରାମରେ ତାଙ୍କର ଫଲୋର୍ସ ତାଲିକା ଯାଞ୍ଚ କରିଥିଲୁ। ସେତେବେଳେ ପରିକ୍ଷିତଙ୍କ ନାମ ଦିଶୁ ନଥିଲା । ଏଭଳି ପରିସ୍ଥିତିରେ ଲୋକଙ୍କ ସନ୍ଦେହ ଆହୁରି ବଢିଯାଇଥିଲା ଯେ ନୀତି ଏବଂ ପରିକ୍ଷିତଙ୍କ ୪ ବର୍ଷର ବିବାହ ଭାଙ୍ଗିପାରେ। ଏହା ବ୍ୟତୀତ ନୀତି ଇନଷ୍ଟାଗ୍ରାମରୁ ବିବାହ ଫଟୋ ଡିଲିଟ କରିଥିବାର ମଧ୍ୟ ଗୁଜବ ଥିଲା। କିନ୍ତୁ ବର୍ତ୍ତମାନ ଏହି ସବୁ ଗୁଜବର ସତ୍ୟ ପଦାକୁ ଆସିଛି।
ଅଭିନେତ୍ରୀ କାହିଁକି ସ୍ୱାମୀଙ୍କ ଉପନାମକୁ ସୋସିଆଲ ମିଡିଆରୁ ହଟାଇ ଦେଇଛନ୍ତି ଏହାର କାରଣ ସାମ୍ନାକୁ ଆସିଛି। ନୀତି ଟେଲର ଛାଡପତ୍ର ଦେଉ ନାହାଁନ୍ତି। ଅଭିନେତ୍ରୀ ସୋସିଆଲ ମିଡିଆରୁ ତାଙ୍କ ସ୍ୱାମୀଙ୍କ ଉପନାମକୁ ହଟାଇ ଦେଇଛନ୍ତି ଏବଂ ଏହାର ଆଦୌ ଅର୍ଥ ନୁହେଁ ଯେ ସେ ତାଙ୍କ ସ୍ୱାମୀଙ୍କ ଠାରୁ ଅଲଗା ହେଉଛନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଅଭିନେତ୍ରୀ ଏହି ପଦକ୍ଷେପ ନେଇଛନ୍ତି। କୁହାଯାଉଛି ଯେ ଜ୍ୟୋତିଷ ଶାସ୍ତ୍ରରେ ନୀତିଙ୍କର ବହୁତ ବିଶ୍ୱାସ ରହିଛି ଏବଂ ସେଥିପାଇଁ ସେ ଉପନାମ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ଅଭିନେତ୍ରୀ ଏପର୍ଯ୍ୟନ୍ତ ଏବିଷୟରେ ବିବୃତ୍ତି ଦେଇନାହାଁନ୍ତି।