Hair Care in Winter: ଚୁଟିରେ ଲାଗିବନି ପାଣି, ହୋଇଯିବ ସଫା; ଜାଣନ୍ତୁ ୪ଟି ଟିପ୍ସ୍

ଏମିତି କିଛି ସହଜ ଏବଂ ପ୍ରଭାବଶାଳୀ ଟିପ୍ସ ରହିଛି ଯାହା ମାଧ୍ୟମରେ, ଆପଣ କେବଳ ଶୀତଦିନେ ନିଜ ଚୁଟିକୁ ସତେଜ ରଖିପାରିବେ ନାହିଁ, ବରଂ ଏହା ଚୁଟି ବଢିବାରେ ମଧ୍ୟ ସାହାଯ୍ୟ କରିବ। ତେବେ ଆସନ୍ତୁ ଶୀତଦିନେ ବିନା ପାଣିରେ କିପରି ଆପଣ ଚୁଟିକୁ ସଫା ରଖିପାରିବେ ସେ ବିଷୟରେ ଜାଣିବା।

Hair Care in Winter: ଚୁଟିରେ ଲାଗିବନି ପାଣି, ହୋଇଯିବ ସଫା; ଜାଣନ୍ତୁ ୪ଟି ଟିପ୍ସ୍
Array