Samantha Ruth Prabhu: ଖୁବ୍ ପତଳା ହୋଇଗଲେଣି ‘ପୁଷ୍ଷା’ ଷ୍ଟାର୍; ଦେଖିଲେ ଚିହ୍ନି ହେଉନି

ସାମନ୍ଥା ରୁଥ୍ ପ୍ରଭୁ ସାଉଥ୍ ଶିଳ୍ପର ଜଣେ ଲୋକପ୍ରିୟ ଷ୍ଟାର୍‌। ସେ ତାଙ୍କର ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ଖବରରେ ରହିଥାନ୍ତି। ‘ପୁଷ୍ପା’ରେ ସାମନ୍ଥାଙ୍କ ଆଇଟମ୍ ନମ୍ବର ମଧ୍ୟ ବହୁତ ଭାଇରାଲ ହୋଇଥିଲା। ସାମନ୍ଥାଙ୍କ ଲାଟେଷ୍ଟ୍ ଲୁକ୍ ଏବେ ସାମ୍ନାକୁ ଆସିଛି। ଫଟୋଗୁଡ଼ିକରେ ସାମନ୍ଥା ବହୁତ ପତଳା ଦେଖାଯାଉଛନ୍ତି।

Samantha Ruth Prabhu: ଖୁବ୍ ପତଳା ହୋଇଗଲେଣି ‘ପୁଷ୍ଷା’ ଷ୍ଟାର୍; ଦେଖିଲେ ଚିହ୍ନି ହେଉନି
Array