Hair Loss Solutions: ଯେତେ ଚେଷ୍ଟା କଲେ ବି ଚୁଟି ଝଡିବା ବନ୍ଦ ହେଉନି; କରନ୍ତୁ ଏହି ଗୋଟିଏ କାମ, ହୋଇଯିବ ସମାଧାନ
କେଶକୁ ଶନିଙ୍କ ପ୍ରତୀକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଯେତେବେଳେ ଜୀବନରେ ବାରମ୍ବାର ବାଧା, ମାନସିକ ଚାପ କିମ୍ବା ବିଫଳତା ଆସେ, କେଶର ଅବସ୍ଥା ମଧ୍ୟ ଖରାପ ହେବାକୁ ଲାଗେ। ଯଦି ଆପଣଙ୍କ ସହିତ ମଧ୍ୟ ଏପରି କିଛି ହେଉଛି, ତେବେ ଏହା ପଛରେ ଆପଣଙ୍କ ଜନ୍ମ କୁଣ୍ଡଳୀରେ ଶନିଙ୍କ ସ୍ଥିତି ହୋଇପାରେ।