Happy Birthday Khushi Kapoor: ପାଇଜାମା ପାର୍ଟି ଦେଇ ଜନ୍ମଦିନ ପାଳିଲେ ଖୁସି କପୁର

ବଲିଉଡ୍‌ ଅଭିନେତ୍ରୀ ଖୁସି କପୁରଙ୍କୁ ଆଜି ୨୪ ବର୍ଷ ହୋଇଛି। ତାଙ୍କ ଜନ୍ମଦିନରେ ସେ ଏକ ପାଇଜାମା ପାର୍ଟି କରିଥିଲେ, ଯାହାର ଫଟୋ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଖୁସି କପୁର ତାଙ୍କ ଗାର୍ଲ ଗ୍ୟାଙ୍ଗ୍‌ ସହିତ ତାଙ୍କର ଏହି ପାଇଜାମା ପାର୍ଟିରେ ଖୁବ୍ ମସ୍ତି କରିଛନ୍ତି।