Happy New Year 2025: ୨୦୨୫ ହେବ କି ବଡିଉଡ୍‌ର… ସାଉଥ୍‌କୁ ମାତ୍ ଦେବ କି ଏହି ୧୨ ଫିଲ୍ମ ?

୨୦୨୫କୁ ବଡିଉଡ୍ ଚ୍ୟାଲେଞ୍ଜ ଭାବେ ନେଇଛି ଆଉ ଏହାକୁ ନିଜର କରିବାକୁ ସବୁ ପ୍ରକାର ଚେଷ୍ଟା କରୁଛନ୍ତି। ଏହି ନୂଆ ବର୍ଷ ସହିତ ଆକ୍ସନ୍ ଠାରୁ ଆରମ୍ଭ କରି ଡ୍ରାମା ପର୍ଯ୍ୟନ୍ତ ସବୁକିଛି ବଲିଉଡ୍‌ରେ ଦେଖିବାକୁ ମିଳିବ। ଏହି ବର୍ଷ ମଧ୍ୟ ଆକ୍ସନ୍-ଥ୍ରୀଲର ଏବଂ କମେଡି-ଡ୍ରାମାରେ ପରିପୂର୍ଣ୍ଣ ରୋମାଞ୍ଚକର ଚଳଚ୍ଚିତ୍ର ଆସିବାକୁ ଯାଉଛି।

Happy New Year 2025: ୨୦୨୫ ହେବ କି ବଡିଉଡ୍‌ର… ସାଉଥ୍‌କୁ ମାତ୍ ଦେବ କି ଏହି ୧୨ ଫିଲ୍ମ ?
Array