Health Tips: କାମ କରି କରି ଦୁର୍ବଳ ଅନୁଭବ କରୁଛନ୍ତି କି… କ୍ଷୀର ସହ ଖାଆନ୍ତୁ ଏହି ଜିନିଷ, ମିଳିବ ଶକ୍ତି
ଯଦି ଆପଣ କାମ କରି ଥକ୍କି ପଡୁଛନ୍ତି ମଧ୍ୟ ଦୁର୍ବଳ ଅନୁଭବ କରୁଛନ୍ତି, ତେବେ ଆପଣ ଏଥିପାଇଁ କିଛି ଆୟୁର୍ବେଦିକ ଉପଚାର ଗ୍ରହଣ କରିବା ଉଚିତ। ଏହା ଦ୍ଵାରା କିଛି ଦିନ ମଧ୍ୟରେ ଦୁର୍ବଳତା ଦୂର ହୋଇଯିବ ଏବଂ ଶରୀର ନୂଆ ଜୀବନ ପାଇବ।