ମୋ ପୋଲିସ ପୁଅକୁ ଖୋଜିଆଣ

ପୋଲିସ, ପୁଅର ଫଟୋ ଦେଖି ଅନବରତ ବାହୁନି ଚାଲିଛି ମାଆ। ଘର ଦୁଆର ମୁହଁରେ ବସି ତା ଫେରିବା ବାଟକୁ ଚାହିଁ ରହିଛି। ବାପା ବି ଧର୍ଯ୍ୟହରା ହୋଇଯାଉଛନ୍ତି।

ମୋ ପୋଲିସ ପୁଅକୁ ଖୋଜିଆଣ
Array