Health Tips: ସୁନ୍ଦର ତ୍ୱଚା ପାଇଁ କେଉଁ Vitamin ଜରୁରୀ, ଜାଣନ୍ତୁ...

ସେ ମା°ସପେଷୀ ହେଉ କିମ୍ବା ଆଖି, ହାଡ଼ ହେଉ ଅବା ମସ୍ତିଷ୍କ, ଏ ସବୁର ଉତ୍ତମ ସ୍ବାସ୍ଥ୍ୟ ପାଇଁ ଆବଶ୍ୟକ ପଡେ Vitamins। ତେବେ ଏ ଭିତରେ ଆପଣ ଅନେକଥର ଶୁଣୁଥିବେ Vit A, C, E, B3 ଯୁକ୍ତ ମଏଶ୍ଚରାଇଜର୍, ସନସ୍କ୍ରିନ୍, ଫାଉଣ୍ଡେସନ, ନାଇଟ୍ କ୍ରିମ୍, ଲୋସନ୍ କିମ୍ବା ସେରମ୍ ବିଷୟରେ। ତେବେ ସତର କ’ଣ ସୁନ୍ଦର ତ୍ବଚା ପାଇଁ ରହିଛି ଆବଶ୍ୟକତା ଏ vitamins ଗୁଡିକର। କିନ୍ତୁ ବିଜ୍ଞାପନ ଦେଖି ବ୍ୟବହାର କରିବା ଆଗରୁ ଜାଣିବା ଜରୁରୀ ନୁହେଁ କି ଆବଶ୍ୟକତା ବିଷୟରେ?

Health Tips: ସୁନ୍ଦର ତ୍ୱଚା ପାଇଁ କେଉଁ Vitamin ଜରୁରୀ, ଜାଣନ୍ତୁ...
Array