Raja Raghuvanshi Murder Case: ହନିମୁନ୍ ହରର୍: ସୋନମର ନାର୍କୋ ଟେଷ୍ଟ୍ ଦାବି କଲେ ରାଜାଙ୍କ ପରିବାର
ମେଘାଳୟରେ ହନିମୁନବେଳେ ହତ୍ୟା ମାମଲା । ରାଜା ରଘୁବଂଶୀଙ୍କ ହତ୍ୟାର ମାଷ୍ଟରମାଇଣ୍ଡ ମାନଙ୍କ ନାର୍କୋ ଟେଷ୍ଟ୍ ଦାବି କଲେ ରାଜାଙ୍କ ପରିବାର । ହାଇକୋର୍ଟ ଅନୁମତି ନଦେଲେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ପରିବାରଲୋକେ ।