Healthy Juices For Kids: ଶିଶୁଙ୍କୁ ପିଆନ୍ତୁ ଏହି ୫ପ୍ରକାର ଜୁସ୍ ; ଖୁବ୍ ଶୀଘ୍ର ହେବ ଶାରୀରିକ ବିକାଶ

ଭଲ ହାଇଟ୍ ହେବା ପିଲାଙ୍କ କନଫିଡେନ୍ସ ସ୍ତର ଓ ପର୍ସନାଲିଟି ଉଭୟକୁ ବୃଦ୍ଧି କରିଥାଏ । ହାଇଟ୍ ଏମିତି ଏକ ଫ୍ୟାକ୍ଟର, ଯାହା ଖୁବ୍ ସମୟ ଯାଏ ଅନୁବଂଶିକ କାରଣ ଉପରେ ନିର୍ଭର କରିଥାଏ, କିନ୍ତୁ ଅନେକ ସମୟରେ ଖାଦ୍ୟପେୟ ଠିକ୍ ନଥିଲେ ଏହା ଶିଶୁଙ୍କ ହାଇଟ୍ ଉପରେ ପ୍ରଭାବ ପକାଇଥାଏ ।

Healthy Juices For Kids: ଶିଶୁଙ୍କୁ ପିଆନ୍ତୁ ଏହି ୫ପ୍ରକାର ଜୁସ୍ ; ଖୁବ୍ ଶୀଘ୍ର ହେବ ଶାରୀରିକ ବିକାଶ
Array