Covid Updates: ବଢୁଛି କୋଭିଡ୍ ପଜିଟିଭ୍ ସଂଖ୍ୟା : ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଲେ, ଓମିକ୍ରନ ଭାରିଆଣ୍ଟ
ରାଜ୍ୟରେ ଦୁଇ ଅଙ୍କ ଟପି ଯାଇଛି କୋଭିଡ ପଜିଟିଭ୍ ସଂଖ୍ୟା। ୩ ନୂଆ ରୋଗୀଙ୍କୁ ମିଶାଇ କରୋନା ରୋଗୀଙ୍କ ସଂଖ୍ୟା ୧୨ରେ ପହଞ୍ଚିଛିି । ଭୟଭୀତ ନହେବାକୁ ଲୋକଙ୍କୁ ଅପିଲ କରିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ।