Goods Train derailed Sundargarh: ଲାଇନଚ୍ୟୁତ ହେଲା ମାଲ୍‌ବାହୀ ଟ୍ରେନ୍‌, ରେଲୱେର ତଦନ୍ତ ନିର୍ଦ୍ଦେଶ

ସୁନ୍ଦରଗଡ ବିମଳାଗଡ ରେଳ ଷ୍ଟେସନ ନିକଟରେ ରକ୍ସି ପଟୁ ଆସୁଥିବା ଲୁହାପଥର ବୋଝେଇ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଛି । ଏହି ରୁଟରେ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି ।

Goods Train derailed Sundargarh: ଲାଇନଚ୍ୟୁତ ହେଲା ମାଲ୍‌ବାହୀ ଟ୍ରେନ୍‌, ରେଲୱେର ତଦନ୍ତ ନିର୍ଦ୍ଦେଶ
Array