ଉଡାଣ ଭରିବା ପରେ ବିମାନ ଇଞ୍ଜିନରେ ଲାଗିଲା ନିଆଁ, ଥିଲେ ୩୦୦ରୁ ଅଧିକ ଯାତ୍ରୀ

ଲସ୍ ଏଞ୍ଜେଲସ୍‌ରୁ ଆଟଲାଣ୍ଟା ଅଭିମୁଖେ ଯାଉଥିବା ଡେଲଟା ଏୟାରଲାଇନ୍ସର ବୋଇଂ 767 ର ଫ୍ଲାଇଟ୍ DL446 ର ଇଞ୍ଜିନରେ ନିଆଁ ଲାଗିବା ଯୋଗୁଁ ଲସ୍ ଏଞ୍ଜେଲସ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରିଛି ବିମାନ।

ଉଡାଣ ଭରିବା ପରେ ବିମାନ ଇଞ୍ଜିନରେ ଲାଗିଲା ନିଆଁ, ଥିଲେ ୩୦୦ରୁ ଅଧିକ ଯାତ୍ରୀ
Array