Heart Attack At Gym: ଏକ୍ସରସାଇଜ୍ କଲା ବେଳେ ଟଳି ପଡିଲେ ଯୁବକ

ମିଲିନ୍ଦ କୁଲକର୍ଣ୍ଣୀ ଜିମରେ ଏକ୍ସରସାଇଜ୍ କରିବା ବେଳେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଛି। ଅଚେତ୍ ହୋଇଯିବା ପରେ ତାଙ୍କୁ ଡାକ୍ତରଖାନା ନିଆ ଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Heart Attack At Gym: ଏକ୍ସରସାଇଜ୍ କଲା ବେଳେ ଟଳି ପଡିଲେ ଯୁବକ
Array