High Drama at Mundali Bridge in Cuttack as Youth in Police Uniform Attempts to Kill Self
#ମୁଣ୍ଡଳୀ_ବ୍ୟାରେଜରେ_ହାଇଡ୍ରାମା କଟକ ମୁଣ୍ଡଳୀ ମହାନଦୀ ବ୍ରିଜ ଉପରେ ହାଇଡ୍ରାମା। ପୋଲ ଉପରେ ଦୀର୍ଘ ସମୟ ଧରି ପଇଁତରା ମାରିଲେ ପୋଲିସ ପୋଷାକ ପିନ୍ଧିଥିବା ଜଣେ ଯୁବକ। ଜୀବନ ହାରିବାକୁ ଉଦ୍ୟମ କରୁଥିବା ସନ୍ଦେହ। #Mahanadi #OdishaTV #
#ମୁଣ୍ଡଳୀ_ବ୍ୟାରେଜରେ_ହାଇଡ୍ରାମା
କଟକ ମୁଣ୍ଡଳୀ ମହାନଦୀ ବ୍ରିଜ ଉପରେ ହାଇଡ୍ରାମା। ପୋଲ ଉପରେ ଦୀର୍ଘ ସମୟ ଧରି ପଇଁତରା ମାରିଲେ ପୋଲିସ ପୋଷାକ ପିନ୍ଧିଥିବା ଜଣେ ଯୁବକ। ଜୀବନ ହାରିବାକୁ ଉଦ୍ୟମ କରୁଥିବା ସନ୍ଦେହ।
#Mahanadi #OdishaTV #