Hindu Calendar: ବିଶ୍ୱର ଏକମାତ୍ର ଦେଶ ଯେଉଁଠି ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଚାଲେ ସମସ୍ତ କାମ

ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ବର୍ଷର ଆରମ୍ଭ ଗୁଜରାଟରେ କାର୍ତ୍ତିକ ଶୁକ୍ଳ ପ୍ରତିପଦା ଏବଂ ଉତ୍ତର ଭାରତରେ ଚୈତ୍ର ଶୁକ୍ଳ ପ୍ରତିପଦାରୁ ହୋଇଥାଏ । ୧୨ ମାସରେ ଗୋଟିଏ ବର୍ଷ ଏବଂ ପ୍ରତି ସାତ ଦିନରେ ଗୋଟିଏ ସପ୍ତାହର ପ୍ରଚଳନ ବିକ୍ରମ ସମ୍ବତରୁ ହିଁ ଆରମ୍ଭ ହୋଇଥିଲା । ତେବେ ଏସବୁ ମାସ, ବାର,ତିଥି ସୂର୍ଯ୍ୟ ଓ ଚନ୍ଦ୍ରମାର ଗତିକୁ ଲକ୍ଷ୍ୟ କରି ଧାର୍ଯ୍ୟ କରାଯାଇଥାଏ ।

Hindu Calendar: ବିଶ୍ୱର ଏକମାତ୍ର ଦେଶ ଯେଉଁଠି ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଚାଲେ ସମସ୍ତ କାମ
Array