ଗୁରୁଗ୍ରାମର ସରସ୍ବତୀ ଏନକ୍ଲେଭରେ ଭୀଷଣ ଅଗ୍ନିକାଣ୍ଡ; ନିଆଁରେ ପୋଡ଼ିହୋଇ ୪ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ହରିୟଣାର ଗୁରୁଗ୍ରାମ୍ ଭୀଷଣ ଅଗ୍ନିକାଣ୍ଡ । ସରସ୍ବତୀ ଏନକ୍ଲେଭର ଜେ-ବ୍ଲକ୍ରେ ନିଆଁ ଲାଗିଛି । ସର୍ଟସର୍କିଟ୍ ଯୋଗୁ ନିଆଁ ଲାଗିଥିବା ଜଣାପଡ଼ିଛି । ଏହି ଭୟାବହ ଅଗ୍ନିକାଣ୍ଡରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାମରେ ଲାଗି ପଡ଼ିଛି । ସୂଚନା ଶୁକ୍ରବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି । ସରସ୍ବତୀ ଏନକ୍ଲେଭର ଜେ-ବ୍ଲକରେ ନିଆଁ ଲାଗିବା ପରେ ଏହା କ୍ଷଣକ ମଧ୍ୟରେ ପୂରା ବିଲ୍ଡିଂକୁ ମାଡ଼ି ଯାଇଥିଲା । ଫଳରେ ବିଲ୍ଡିଂ ଭିତରେ ଶୋଇଥିବା ୪ଜଣ ସମ୍ପୂର୍ଣ୍ଣ ଭାବେ ନିଆଁ ଜଳିଯାଇଥିଲେ । ୪ ମୃତକ ବିହାର ବୋଲି ଜଣାପଡ଼ିଛି । ଏମାନେ ଜେ-ବ୍ଲକର ହଓ୍ବା ମହଲ ନିକଟରେ ଭଡ଼ାରେ ଘର ନେଇ ରହୁଥିଲେ । ପୋଲିସ ଏହି ଘଟଣାର ଛାନଭିନ କରୁଛି ।...
ନୂଆଦିଲ୍ଲୀ: ହରିୟଣାର ଗୁରୁଗ୍ରାମ୍ ଭୀଷଣ ଅଗ୍ନିକାଣ୍ଡ । ସରସ୍ବତୀ ଏନକ୍ଲେଭର ଜେ-ବ୍ଲକ୍ରେ ନିଆଁ ଲାଗିଛି । ସର୍ଟସର୍କିଟ୍ ଯୋଗୁ ନିଆଁ ଲାଗିଥିବା ଜଣାପଡ଼ିଛି । ଏହି ଭୟାବହ ଅଗ୍ନିକାଣ୍ଡରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାମରେ ଲାଗି ପଡ଼ିଛି ।
ସୂଚନା ଶୁକ୍ରବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି । ସରସ୍ବତୀ ଏନକ୍ଲେଭର ଜେ-ବ୍ଲକରେ ନିଆଁ ଲାଗିବା ପରେ ଏହା କ୍ଷଣକ ମଧ୍ୟରେ ପୂରା ବିଲ୍ଡିଂକୁ ମାଡ଼ି ଯାଇଥିଲା । ଫଳରେ ବିଲ୍ଡିଂ ଭିତରେ ଶୋଇଥିବା ୪ଜଣ ସମ୍ପୂର୍ଣ୍ଣ ଭାବେ ନିଆଁ ଜଳିଯାଇଥିଲେ । ୪ ମୃତକ ବିହାର ବୋଲି ଜଣାପଡ଼ିଛି । ଏମାନେ ଜେ-ବ୍ଲକର ହଓ୍ବା ମହଲ ନିକଟରେ ଭଡ଼ାରେ ଘର ନେଇ ରହୁଥିଲେ । ପୋଲିସ ଏହି ଘଟଣାର ଛାନଭିନ କରୁଛି ।...