Hirakud Dam: ହୀରାକୁଦ ଡ୍ୟାମରେ ହେବ ଆଉ ୨ଟି ସ୍ପିଲ ୱେ
ହୀରାକୁଦ ଡ୍ୟାମରେ ହେବ ଆଉ ୨ଟି ସ୍ପିଲ ୱେ । ଅନୁଧ୍ୟାନ ପାଇଁ କାଲି ଆସୁଛନ୍ତି CWC ବିଶେଷଜ୍ଞ ଟିମ୍ । କେନ୍ଦ୍ର ସରକାରଙ୍କ ଡ୍ରିପ-ଥ୍ରୀ ପ୍ରୋଗ୍ରାମରେ ହେବ ପ୍ରକଳ୍ପ । ବିଶ୍ୱ ବ୍ୟାଙ୍କ ଯୋଗାଇ ଦେବ ୮୮୪ କୋଟି । ପ୍ରକଳ୍ପ ପାଇଁ ଖୁବଶୀଘ୍ର ହେବ ଗ୍ଲୋବାଲ ଟେଣ୍ଡର ।