Holi 2025: ଆଜି ଗାଁରୁ ସହର, ଗରିବ ଠାରୁ ଧନୀ ସମସ୍ତେ ଏକ

ଆଜି ଚାରିଆଡେ ରଙ୍ଗ ବର୍ଷା। ସମସ୍ତଙ୍କ ଚେହେରାରେ ରଙ୍ଗର ବର୍ଷା। ଗାଁରୁ ସହର, ଗରିବ ଠାରୁ ଧନୀ ସମସ୍ତେ ଆଜି ଏକ। ସମସ୍ତେ ରଙ୍ଗରେ ଭିଜିବାକୁ ଆଗ୍ରହୀ। ଆସନ୍ତୁ ଏହି ଅବସରରେ କିଛି ଆକର୍ଷଣୀୟ ଫଟୋ ଉପରେ ନଜର ପକାଇ ନେବା।

Holi 2025: ଆଜି ଗାଁରୁ ସହର, ଗରିବ ଠାରୁ ଧନୀ ସମସ୍ତେ ଏକ
Array