Holi 2025: ଦେହରେ ଲାଗିଥାଉ ଯେମିତିକା ରଙ୍ଗ, ଏକା ଥରେ ଛାଡ଼ିବ; ଜାଣନ୍ତୁ ସହଜ ଉପାୟ
ହୋଲି ତ ଖେଳିବାକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି, କିନ୍ତୁ ଯେତେବେଳେ ହୋଲିର ରଙ୍ଗ ସଫା କରିବାର ବେଳ ଆସେ ଏହା ଏକ ଦଣ୍ଡ ଭଳି ଲାଗେ। ଆଜିକାଲି କିଛି କେମିକାଲ୍ ରଙ୍ଗ ଏମିତି ହୋଇଥାଏ ଯେ ସେଗୁଡିକ ସହଜରେ ଛାଡି ନ ଥାଏ। ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଜାଣନ୍ତୁ ରଙ୍ଗ ଛଡାଇବାର ସହଜ ଟିପ୍ସ।