Home Department Releases White Paper: Odisha's Law & Order in 2024 Remained Largely Peaceful
ପ୍ରକାଶ ପାଇଲା ଗୃହ ବିଭାଗର ଶ୍ବେତପତ୍ର। ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ୨୦୨୪ର ଶ୍ବେତପତ୍ରରେ ଦର୍ଶାଯାଇଛି ଯେ, ୨୦୨୪ରେ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ମୋଟାମୋଟି ଶାନ୍ତିପୂର୍ଣ୍ଣ ଥିଲା। ୨୦୨୪ରେ ଆଖି ଦୃଶିଆ ଛାତ୍ର ଅଶାନ୍ତି ଉପୁଜିନାହିଁ’।