ଦୁଇ ଦିନ ହେଲା ଥିଲେ ନିଖୋଜ: ନାଳରୁ ମିଳିଲା…
ସୁବର୍ଣ୍ଣପୁର,୩।୯: ନିଖୋଜ ଯୁକ୍ତ ଦୁଇ ଛାତ୍ରଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି। ପୋଲିସ ବୀରମହାରାଜପୁର ଜାଲଏ ପଞ୍ଚାୟତ ଜାମଗାଁ ନାଳରୁ ଛାତ୍ରଙ୍କ ମୃତଦେହ ଜବତ କରିଛି। ଅନ୍ୟପକ୍ଷେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ୨ ଦିନ ହେଲା ଛାତ୍ର ଜଣକ ନିଖୋଜ ଥିଲେ। The post ଦୁଇ ଦିନ ହେଲା ଥିଲେ ନିଖୋଜ: ନାଳରୁ ମିଳିଲା… appeared first on Dharitri Odia News.
ସୁବର୍ଣ୍ଣପୁର,୩।୯: ନିଖୋଜ ଯୁକ୍ତ ଦୁଇ ଛାତ୍ରଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି। ପୋଲିସ ବୀରମହାରାଜପୁର ଜାଲଏ ପଞ୍ଚାୟତ ଜାମଗାଁ ନାଳରୁ ଛାତ୍ରଙ୍କ ମୃତଦେହ ଜବତ କରିଛି। ଅନ୍ୟପକ୍ଷେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ୨ ଦିନ ହେଲା ଛାତ୍ର ଜଣକ ନିଖୋଜ ଥିଲେ।
The post ଦୁଇ ଦିନ ହେଲା ଥିଲେ ନିଖୋଜ: ନାଳରୁ ମିଳିଲା… appeared first on Dharitri Odia News.