Human Rights Day 2024: ୧୦ଟି ମାନବାଧିକାର ଯାହାକୁ ସମସ୍ତେ ଉପଭୋଗ କରିବା ଉଚିତ

୧୦ ଡିସେମ୍ବରରେ ମାନବାଧିକାର ଦିବସ ପାଳନ ହୋଇଥାଏ। ପ୍ରତିବର୍ଷ ଏହି ଦିବସ ଏକ ନିର୍ଦ୍ଦିଷ୍ଟ ଥିମ୍‌କୁ ନେଇ ପାଳିତ ହୁଏ। ଚଳିତ ବର୍ଷର ଥିମ ହେଉଛି “ଆମ ଅଧିକାର, ଆମ ଭବିଷ୍ୟତ”।

Human Rights Day 2024: ୧୦ଟି ମାନବାଧିକାର ଯାହାକୁ ସମସ୍ତେ ଉପଭୋଗ କରିବା ଉଚିତ
Array