କୋରାପୁଟ ରଥଶର୍ମା କଲୋନୀରୁ ୭ ଚିକେନ୍ ଗୁନିଆ ପଜିଟିଭ ଚିହ୍ନଟ, ୧୪ ଜଣଙ୍କର ହୋଇଥିଲା ନମୁନା ପରୀକ୍ଷା

କୋରାପୁଟ ୨୨।୦୫ : କୋରାପୁଟ ରଥଶର୍ମା କଲୋନୀରେ ୭ ଜଣ ଚିକେନ ଗୁନିଆ ପଜିଟିଭ୍‌ ଚିହ୍ନଟ । ୧୪ ଜଣଙ୍କର ରକ୍ତ ନମୁନା ନେଇଥିଲା ସ୍ୱାସ୍ଥ୍ୟ ବିଭାଗ । ଯାହାମଧ୍ୟରୁ ୭ ଜଣଙ୍କର ପଜିଟିଭ୍‌ ବାହାରିଥିବା ନେଇ ସୂଚନା ଦେଇଛନ୍ତି ସିଡିଏମ୍‌ଓ । ସେହିପରି ଚିକେନ୍‌ ଗୁନିଆ ପଜିଟିଭ୍‌ ଚିହ୍ନଟ ପରେ ଆକ୍ସନ ମୋଡ଼କୁ ଆସିଛି ସ୍ୱାସ୍ଥ୍ୟ ବିଭାଗ । ରଥ ଶର୍ମା କଲୋନୀରେ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ପୌର ପରିଷଦ ପକ୍ଷରୁ ମଶାଧୁଆଁ ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି ।ବାକି ଯେଉଁମାନେ ପଜିଟିଭ୍‌ ବାହାରିଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟ ଉପରେ କଡ଼ା ନଜର ରଖାଯାଇଛି ।  

କୋରାପୁଟ ରଥଶର୍ମା କଲୋନୀରୁ ୭ ଚିକେନ୍ ଗୁନିଆ ପଜିଟିଭ ଚିହ୍ନଟ, ୧୪ ଜଣଙ୍କର ହୋଇଥିଲା ନମୁନା ପରୀକ୍ଷା

କୋରାପୁଟ ୨୨।୦୫ : କୋରାପୁଟ ରଥଶର୍ମା କଲୋନୀରେ ୭ ଜଣ ଚିକେନ ଗୁନିଆ ପଜିଟିଭ୍‌ ଚିହ୍ନଟ । ୧୪ ଜଣଙ୍କର ରକ୍ତ ନମୁନା ନେଇଥିଲା ସ୍ୱାସ୍ଥ୍ୟ ବିଭାଗ । ଯାହାମଧ୍ୟରୁ ୭ ଜଣଙ୍କର ପଜିଟିଭ୍‌ ବାହାରିଥିବା ନେଇ ସୂଚନା ଦେଇଛନ୍ତି ସିଡିଏମ୍‌ଓ । 

ସେହିପରି ଚିକେନ୍‌ ଗୁନିଆ ପଜିଟିଭ୍‌ ଚିହ୍ନଟ ପରେ ଆକ୍ସନ ମୋଡ଼କୁ ଆସିଛି ସ୍ୱାସ୍ଥ୍ୟ ବିଭାଗ । ରଥ ଶର୍ମା କଲୋନୀରେ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ପୌର ପରିଷଦ ପକ୍ଷରୁ ମଶାଧୁଆଁ ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି ।ବାକି ଯେଉଁମାନେ ପଜିଟିଭ୍‌ ବାହାରିଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟ ଉପରେ କଡ଼ା ନଜର ରଖାଯାଇଛି ।