Hydrogen-powered Train: ନୂଆ ଟେକ୍ନୋଲୋଜି ଆପଣାଇଲା ରେଳବାଇ, ହାଇଡ୍ରୋଜେନରେ ଗଡ଼ିବ ଟ୍ରେନ

ହାଇଡ୍ରୋଜେନ୍ ଟ୍ରେନ ହାଇଡ୍ରୋଜେନ ଫ୍ୟୁଏଲ ସେଲ ଟେକ୍ନୋଲୋଜି ଉପରେ କାମ କରେ । ଯାହା ଶୂନ୍ୟ କାର୍ବନ ନିର୍ଗମନ ସହିତ ପରିବେଶ ଅନୁକୂଳ ବିକଳ୍ପ ପ୍ରଦାନ କରେ। ଏହା ଡିଜେଲ ଓ ବିଦ୍ୟୁତ ଚାଳିତ ଟ୍ରେନଗୁଡିକର ଏକ ସ୍ଥାୟୀ ବିକଳ୍ପ ଭାବେ ବିବେଚିତ ହେଉଛି।

Hydrogen-powered Train: ନୂଆ ଟେକ୍ନୋଲୋଜି ଆପଣାଇଲା ରେଳବାଇ, ହାଇଡ୍ରୋଜେନରେ ଗଡ଼ିବ ଟ୍ରେନ
Array