ରାମେଶ୍ୱରମର ଅଦ୍ୱିତୀୟ ସେତୁ

ପବିତ୍ର ରାମ ନବମୀରେ ରାମସେତୁର ମାଟି ରାମେଶ୍ବରମରେ ଆଉ ଏକ ଅଦ୍ବିତୀୟ ସେତୁର ଶୁଭାରମ୍ଭ। ଭାରତୀୟ ମୂଳ ଭୂଖଣ୍ଡରୁ ରାମେଶ୍ବରମକୁ ଯୋଡ଼ୁଥିବା ନୂଆ ପାମ୍ବନ ବ୍ରିଜ୍ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ରାମେଶ୍ୱରମର ଅଦ୍ୱିତୀୟ ସେତୁ
Array