ICAI has postponed all CA Final exams: ଚାଟାର୍ଡ ଆକାଉଣ୍ଟାଣ୍ଟ ଫାଇନାଲ ପରୀକ୍ଷା ସ୍ଥଗିତ

ଦେଶରେ ଉତେଜନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସିଏଆଇ ସମସ୍ତ ପରୀକ୍ଷାକୁ ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖିଛି । ଆଗାମୀ ସୂଚନା ପାଇଁ ଅଫିସିଆଲ ୱେବସାଇଟ ରେ ଅପଡେଟ ରହିବା ପାଇଁ ଆସିଏଆଇ କହିଛି ।

ICAI has postponed all CA Final exams: ଚାଟାର୍ଡ ଆକାଉଣ୍ଟାଣ୍ଟ ଫାଇନାଲ ପରୀକ୍ଷା ସ୍ଥଗିତ
Array