IIC ସ୍ତ୍ରୀ ସ୍ବାମୀ ପୋଷାକ ପିନ୍ଧି ଫଟୋ ପଠେଇଲା, ମିଛ କହି ୮ ଲକ୍ଷ ନେଇଗଲା! Cops wife scams online, Bbsr.
IIC ସ୍ତ୍ରୀ ସ୍ବାମୀ ପୋଷାକ ପିନ୍ଧି ଫଟୋ ପଠେଇଲା, ଫେସବୁକ୍ ରୁ ମିଛ କାହାଣୀ କହି ୮ ଲକ୍ଷ ନେଇଗଲା! ଫେସ୍ ବୁକ୍ ରେ ବନ୍ଧୁତା କରି ଜଣେ ଯୁବକ ଠାରୁ ୮ ଲକ୍ଷ ୭୫ ହଜାର ଠକି ନେଇଛନ୍ତି। ଚନ୍ଦକା ଥାନା ଅନ୍ଧାରୁଆ ଗାଁ ର ବିଷ୍ଣୁ ପ୍ରସାଦ ମୁଦୁଲି