Illegal Gun Factory Case: କେଉଁ ରଜ୍ୟକୁ ଲମ୍ବିଛି ଚଗଲାର ନେଟୱର୍କ ? ବନ୍ଧା ହେଲା ବନ୍ଧୁକ କାରଖାନାର ମାଷ୍ଟର ମାଇଣ୍ଡ। !
ଜେଲରୁ ଫେରି କରୁଥିଲା ବନ୍ଧୁକ କାରବାର। ରାଜ୍ୟ ବାହାରକୁ ବନ୍ଧୁକ ପଠାଇ ମାଲାମାଲ ବି ହେଉଥିଲା। କଟକ ବୈୟାଳିଶ ମୌଜା ବନ୍ଧୁକ କାରଖାନାର ମାଷ୍ଟର ମାଇଣ୍ଡ। ନାଁ ତା’ର ଚଗଲା ଖୁଣ୍ଟୁଆ ।