Radhika Yadav Murder: ଝିଅର ଶର୍ଟସ ପିନ୍ଧା ଓ ପୁଅଙ୍କ ସହ ଗପିବା ବାପାଙ୍କର ପସନ୍ଦ ନଥିଲା, ରାଗି ଯାଇ ଗୁଳି କରିଦେଲେ
ରାଧିକା ତାଙ୍କ ଘରେ ରହିବା ବେଳେ ଅଣନିଃଶ୍ୱାସୀ ହୋଇପଡୁଥିଲେ । ରାଧିକା ନିଜ ଷ୍ଟାଇଲରେ ତାଙ୍କ ଜୀବନ ଜୀଇଁବାକୁ ଚାହୁଁଥିବା ବେଳେ ତାଙ୍କ ବାପା ଏଥିରେ ବାଧକ ସାଜିଥିଲେ । ଘରେ ରାଧିକାଙ୍କ ଉପରେ ବହୁତ କଟକଣା ଥିଲା ।