ଉଡ଼ିବା ବେଳେ ଘସି ହେଲା ଫ୍ଲାଇଟ୍, ଜଳିଗଲା ପୂରା ବିମାନ.. ଅଳ୍ପକେ ବର୍ତ୍ତିଲେ ୩୬୦ ଯାତ୍ରୀ
ଜଳନ୍ତା ବିମାନରେ ନିଆଁକୁ ଆୟତ୍ତ କରାଯାଇଛି। ସେପଟେ ତଟରକ୍ଷୀ ବାହିନୀ ବିମାନର କୌଣସି କ୍ଷତି ହୋଇନଥିବା ଏୟାରପୋର୍ଟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଜାପାନର ଟୋକିଓରେ ଅଳ୍ପକେ ବର୍ତ୍ତିଲେ ୩୬୦ ଜଣ ଯାତ୍ରୀ ଏବଂ ୭ଜଣ କ୍ର୍ୟୁ ମେମ୍ବର। ଟୋକିଓର ହେନେଡା ଏୟାରପୋର୍ଟରେ ଯାତ୍ରୀବାହୀ ବିମାନ ଉଡାଣ ଭରିବା ବେଳେ ରନୱେରେ ଠିଆ ହୋଇଥିବା ତଟରକ୍ଷୀ ବିମାନ ସହ ଘଷି ହୋଇଯାଇଥିଲା। ଫଳରେ ଯାତ୍ରୀବାହୀ ବିମାନରେ ନିଆଁଲାଗି ଯାଇଥିଲା। ତୁରନ୍ତ ବିମାନର ପାଇଲଟ୍ ବିମାନକୁ ଅଟକାଇବାପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏହାସହ ବିମାନରେ ଥିବା ସମସ୍ତ ୭ ଜଣ କ୍ର୍ୟୁ ମେମ୍ବର ବି ସୁରକ୍ଷିତ ଅଛନ୍ତି।
ଜଳନ୍ତା ବିମାନରୁ ୩୬୦ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ଏହି ଘଟଣାକୁ ନେଇ ସେଠାରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଏକ ନିଶ୍ଚିତ ଅଘଟଣକୁ ଏଡାଯାଇଛି। ଜଳନ୍ତା ବିମାନରେ ନିଆଁକୁ ଆୟତ୍ତ କରାଯାଇଛି। ସେପଟେ ତଟରକ୍ଷୀ ବାହିନୀ ବିମାନର କୌଣସି କ୍ଷତି ହୋଇନଥିବା ଏୟାରପୋର୍ଟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଜାପାନର ଟୋକିଓରେ ଅଳ୍ପକେ ବର୍ତ୍ତିଲେ ୩୬୦ ଜଣଯାତ୍ରୀ ଏବଂ ୭ଜଣ କ୍ର୍ୟୁ ମେମ୍ବର। ଟୋକିଓର ହେନେଡା ଏୟାରପୋର୍ଟରେ ଯାତ୍ରୀବାହୀ ବିମାନ ଉଡାଣ ଭରିବା ବେଳେ ରନୱେରେ ଠିଆ ହୋଇଥିବା ତଟରକ୍ଷୀ ବିମାନ ସହ ଘଶି ହୋଇଯାଇଥିଲା। ଫଳରେ ଯାତ୍ରୀବାହୀ ବିମାନରେ ନିଆଁଲାଗି ଯାଇଥିଲା।#FirMishap #Japan #Tokyo #PlaneCrash pic.twitter.com/g7fyCq9rdR — ଓଟିଭି (@otvkhabar) January 2, 2024