କେବେଠୁ, କାହିଁକି ଆରମ୍ଭ ହୋଇଥିଲା ଟ୍ରାଫିକ୍‌ ଲାଇଟ୍‌ ବ୍ୟବସ୍ଥା, ଜାଣନ୍ତୁ ପୁୂରା ଘଟଣା

ଟ୍ରାଫିକ୍‌ ଲାଇଟ୍‌ପ୍ରତ୍ୟେକ ଟ୍ରାଫିକ୍‌ ପୋଷ୍ଟରେ ତିନୋଟି ରଙ୍ଗରଲାଇଟ୍‌ ବ୍ୟବସ୍ଥା ରହିଥାଏ। ଏହାର କାର୍ଯ୍ୟ କ’ଣ ମଧ୍ୟ ସମସ୍ତେ ଜାଣନ୍ତି। ଏମିତିକି ପୃଥିବୀର ଅନେକ ଦେଶରେ ଡିଜିଟାଲ୍‌ ଟ୍ରାଫିକ୍‌ ଲାଇଟ୍‌ କଣ୍ଟ୍ରୋଲ୍‌ ବ୍ୟବସ୍ଥା ବି କାର୍ଯ୍ୟକାରୀ ହେଉଛି। ହେଲେ ଜାଣନ୍ତୁ ଏହା କେବେଠାରୁ ଏବଂ କାହିଁକି ଆରମ୍ଭ ହୋଇଥିଲା… ବ୍ରିଟିଶ୍‌ ହାଉସ୍‌ ଅଫ୍‌ ପାର୍ଲିଆମେଣ୍ଟ ସମ୍ମୁଖରେ ସର୍ବପ୍ରଥମେ ୧୮୬୮ମସିହା ଡିସେମ୍ବର ୧୦ ତାରିଖରେ ଟ୍ରାଫିକ୍‌ ଲାଇଟ୍‌ ଲଗାଯାଇଥିଲା। ହେଲେ ସେତେବେଳେ କେବଳ ଲାଲ୍‌ ଏବଂ ସବୁଜ ଦୁଇଟି ରଙ୍ଗର […] The post କେବେଠୁ, କାହିଁକି ଆରମ୍ଭ ହୋଇଥିଲା ଟ୍ରାଫିକ୍‌ ଲାଇଟ୍‌ ବ୍ୟବସ୍ଥା, ଜାଣନ୍ତୁ ପୁୂରା ଘଟଣା appeared first on Dharitri Odia News.

କେବେଠୁ, କାହିଁକି ଆରମ୍ଭ ହୋଇଥିଲା ଟ୍ରାଫିକ୍‌ ଲାଇଟ୍‌ ବ୍ୟବସ୍ଥା,  ଜାଣନ୍ତୁ ପୁୂରା ଘଟଣା

ଟ୍ରାଫିକ୍‌ ଲାଇଟ୍‌ପ୍ରତ୍ୟେକ ଟ୍ରାଫିକ୍‌ ପୋଷ୍ଟରେ ତିନୋଟି ରଙ୍ଗରଲାଇଟ୍‌ ବ୍ୟବସ୍ଥା ରହିଥାଏ। ଏହାର କାର୍ଯ୍ୟ କ’ଣ ମଧ୍ୟ ସମସ୍ତେ ଜାଣନ୍ତି। ଏମିତିକି ପୃଥିବୀର ଅନେକ ଦେଶରେ ଡିଜିଟାଲ୍‌ ଟ୍ରାଫିକ୍‌ ଲାଇଟ୍‌ କଣ୍ଟ୍ରୋଲ୍‌ ବ୍ୟବସ୍ଥା ବି କାର୍ଯ୍ୟକାରୀ ହେଉଛି। ହେଲେ ଜାଣନ୍ତୁ ଏହା କେବେଠାରୁ ଏବଂ କାହିଁକି ଆରମ୍ଭ ହୋଇଥିଲା…

ବ୍ରିଟିଶ୍‌ ହାଉସ୍‌ ଅଫ୍‌ ପାର୍ଲିଆମେଣ୍ଟ ସମ୍ମୁଖରେ ସର୍ବପ୍ରଥମେ ୧୮୬୮ମସିହା ଡିସେମ୍ବର ୧୦ ତାରିଖରେ ଟ୍ରାଫିକ୍‌ ଲାଇଟ୍‌ ଲଗାଯାଇଥିଲା। ହେଲେ ସେତେବେଳେ କେବଳ ଲାଲ୍‌ ଏବଂ ସବୁଜ ଦୁଇଟି ରଙ୍ଗର ଲାଇଟ୍‌ ଲଗାଯାଇଥିଲା।
ଲାଇଟ୍‌କୁ ସେଠାକାର ଜଣେ ରେଲ୍‌ଓ୍ବେ ଅଧିକାରୀ ଜେ.କେ. ନାଇଟ୍‌ ଲଗାଇଥିଲେ।
ସେତେବେଳେ ଇଲେକ୍‌ଟ୍ରିକ୍‌ ବ୍ୟବସ୍ଥା ନ ଥିଲା, ତେଣୁ ଏହାକୁ ଗ୍ୟାସ୍‌ ଦ୍ୱାରା ଜଳା ଯାଉଥିଲା, ଯାହାକି ସୁରକ୍ଷିତ ନ ଥିଲା।
୧୯୧୪ ମସିହା ଅଗଷ୍ଟ ୫ ତାରିଖରେ ଜେମ୍ସ ହଁଗ୍‌ଙ୍କ ଦ୍ୱାରା ଡିଜାଇନ୍‌ କରାଯାଇଥିବା ପ୍ରଥମ ଇଲେକ୍‌ଟ୍ରି ଟ୍ରାଫିକ୍‌ ଲାଇଟ୍‌ ଲଗାଯାଇଥିଲା; ଯାହାକି ଆମେରିକାର ଟ୍ରାଫିକ୍‌ ସିଗ୍‌ନାଲ୍‌ କମ୍ପାନି ପକ୍ଷରୁ ଓହିଓର କ୍ଲିଭ୍‌ଲାଣ୍ଡସ୍ଥିତ ଇଷ୍ଟ ୧୦୫ ଷ୍ଟ୍ରିଟ୍‌ ଏବଂ ୟୁସ୍ଲିଡ୍‌ ଏଭିନ୍ୟୁ ମଧ୍ୟରେ ଲଗାଯାଇଥିଲା।
ମଧ୍ୟ ଲାଲ୍‌ ଏବଂ ସବୁଜ ଦୁଇଟି ଲାଇଟ୍‌ ଥିବା ବେଳେ ଏକ ବଜର୍‌ ଲଗାଯାଇଥିଲା, ଯାହା ଲାଇଟ୍‌ ବଦଳିବା ସମୟରେ ଏକ ଶବ୍ଦ ସଂକେତ ଦେଉଥିଲା।
ମସିହାରେ ଓ୍ବିଲିୟମ୍‌ ପଣ୍ଟ ନାମକ ଜଣେ ପୋଲିସ୍‌ ଅଫିସର୍‌ ୩ଟି ରଙ୍ଗ ଥିବା ଟ୍ରାଫିକ୍‌ ଲାଇଟ୍‌ ଆରମ୍ଭ କରିଥିଲେ।
ଅନୁସାରେ ଅଟୋମେଟିକ୍‌ ରଙ୍ଗ ପରିବର୍ତ୍ତନ ହେଉଥିବା ଟ୍ରାଫିକ୍‌ ଲାଇଟ୍‌ ବ୍ୟବସ୍ଥା ପ୍ରଥମଥର ୧୯୯୬ ମସିହାରେ ଭର୍ଜିନିଆ ଏବଂ ହେମ୍ପଟନ୍‌ଠାରେ ଲଗାଯାଇଥିଲା।

The post କେବେଠୁ, କାହିଁକି ଆରମ୍ଭ ହୋଇଥିଲା ଟ୍ରାଫିକ୍‌ ଲାଇଟ୍‌ ବ୍ୟବସ୍ଥା, ଜାଣନ୍ତୁ ପୁୂରା ଘଟଣା appeared first on Dharitri Odia News.