Illegal Pakistani Citizens in India: ଅବୈଧ ଭିସାରେ ଭାରତରେ ବର୍ଷ ବର୍ଷ, ରାଜ୍ୟରେ ୧୨ ପାକିସ୍ତାନୀ ନାଗରିକ
କାହାର ଭିସା ଅବଧି ସରିଗଲାଣି ତ ଆଉ କିଏ ଭାରତୀୟ ନାଗରିକତ୍ବ ପାଇଁ ଆବେଦନ କରି ବିଫଳ ହୋଇଛନ୍ତି। ସଂପର୍କର ଅଠାକାଠି ଭିତରେ ସେମାନଙ୍କ ପିଲାଛୁଆ ବି ବନିଗଲେଣି ଭାରତୀୟ ନାଗରିକ। ଏବେ ଭାରତ ଛାଡ଼ିବା ପାଇଁ ସଂପୃକ୍ତ ପାକ୍ ନାଗରିକଙ୍କୁ ନୋଟିସ୍ ପରେ କରିବେ ତ କ’ଣ କରିବେ, ଯିବେ ତ କୁଆଡ଼େ ଯିବେ, ଅକଲ ଗୁଡୁମ୍ ଅବସ୍ଥା।