Impeachment Motion: ଜଷ୍ଟିସ୍ ଯଶୱନ୍ତଙ୍କ ବିରୋଧରେ ଆସିପାରେ ମହାଭିଯୋଗ ପ୍ରସ୍ତାବ

ପୂର୍ବତନ ଦିଲ୍ଲୀ ହାଇକୋର୍ଟ ବିଚାରପତି ଯଶୱନ୍ତ ବର୍ମାଙ୍କ ପାଇଁ ବଢ଼ିବ ଅଡୁଆ । ଘରୁ ୧୫ କୋଟି ନଗଦ ମିଳିବା ଘଟଣାରେ ମୋଦି ସରକାର ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ବିଚାର କରୁଛନ୍ତି ।

Impeachment Motion: ଜଷ୍ଟିସ୍ ଯଶୱନ୍ତଙ୍କ ବିରୋଧରେ ଆସିପାରେ ମହାଭିଯୋଗ ପ୍ରସ୍ତାବ
Array