Ind vs NZ Final: ଟସ୍‌ ଜିତିଲା ନ୍ୟୁଜିଲାଣ୍ଡ, ବୋଲିଂ କରିବ ଭାରତ

ସେମିଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ଯେଉଁ ଟିମ୍ ସହ ଭାରତ ଓହ୍ଲାଇଥିଲା, ଆଜି ମଧ୍ୟ ସେହି ଟିମ୍‌ ସହ ଫାଇନାଲ ମ୍ୟାଚ୍‌ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ ରୋହିତ ଶର୍ମା ।

Ind vs NZ Final: ଟସ୍‌ ଜିତିଲା ନ୍ୟୁଜିଲାଣ୍ଡ, ବୋଲିଂ କରିବ ଭାରତ
Array