ବିଧାୟକଙ୍କ ଗିରଫଦାରୀ ବିରୋଧରେ ତେଜିଲା ଆନ୍ଦୋଳନ

ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀ ନେଇ ଥମୁନି ବିରୋଧ। ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ଅଫିସ ଘେରିଛି ବିଜେପି। ବିନା ସର୍ତ୍ତରେ ତୁରନ୍ତ ଜଗଦ୍ଦେବଙ୍କୁ ଛାଡିବାକୁ ଦାବି ହୋଇଛି। ସେପଟେ ପୋଲିସ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସେଦିନ ଜଗଦ୍ଦେବଙ୍କୁ ଗାଡିରେ ନେଇଥିବା ଡ୍ରାଇଭର। ଜଗଦେବଙ୍କ ବିରୋଧରେ ବୟାନ ଦେବାକୁ ପୋଲିସ