IND vs NZ: ରୋହିତଙ୍କ ନାମରେ ଅଜବ ରେକର୍ଡ, ଦିନିକିଆରେ ଲଗାତର ୧୨ ଥର ହାରିଲେଣି ଟସ୍

ରୋହିତ ଶର୍ମା ଏବେ ଦିନିକିଆରେ ଅଧିନାୟକ ଭାବରେ ସର୍ବାଧିକ ଟସ୍ ହାରିଥିବା ଖେଳାଳି ହୋଇସାରିଛନ୍ତି । ରୋହିତ ଶର୍ମା ଏବଂ ୱେଷ୍ଟଇଣ୍ଡିଜର ବ୍ରାଏନ୍ ଲାରା ଲଗାତାର ୧୨ ଥର ଟସ୍ ହାରିଥିଲେ ।

IND vs NZ: ରୋହିତଙ୍କ ନାମରେ ଅଜବ ରେକର୍ଡ, ଦିନିକିଆରେ ଲଗାତର ୧୨ ଥର ହାରିଲେଣି ଟସ୍
Array