ପୋଲିଂ କର୍ମଚାରୀଙ୍କୁ ତାଲା ପକାଇଦେଲେ ଗ୍ରାମବାସୀ

ଭୁବନେଶ୍ୱର,୨୦।୫: ରାଜ୍ୟରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ସମୟରେ କେତେକ ସ୍ଥାନରେ ବିଶୃଙ୍ଖଳା ଘଟିଥିବା ଦେଖିବାକୁ ମିଳିଛି। ସୁନ୍ଦରଗଡ ନିର୍ବାଚନ ମଣ୍ଡଳୀର ଦର୍ଲିପାଲି ଲୋଚନ ହାଇସ୍କୁଲର ବୁଥ୍‌ ନମ୍ବର ୧୪୯ରେ ପୋଲିଂ କର୍ମଚାରୀମାନଙ୍କୁ ଗାଁ ଲୋକେ ତାଲା ପକାଇ ଦେଇଛନ୍ତି। ସୂଚନାଯୋଗ୍ୟ, ୪ ଜଣ ଭୋଟର ବୁଥ୍‌ ମଧ୍ୟରେ ଉପସ୍ଥିତ ଥିବା ସତ୍ତ୍ୱେ ସେମାନଙ୍କୁ ପୋଲିଂ କର୍ମଚାରୀମାନେ ଭୋଟ ଦେବାକୁ ଅନୁମତି ଦେଇ ନ ଥିଲେ। ଯାହା ପରେ ଉତ୍ତେଜନା ଦେଖା ଦେଇଥିଲା। […] The post ପୋଲିଂ କର୍ମଚାରୀଙ୍କୁ ତାଲା ପକାଇଦେଲେ ଗ୍ରାମବାସୀ appeared first on Dharitri Odia News.

ପୋଲିଂ କର୍ମଚାରୀଙ୍କୁ ତାଲା ପକାଇଦେଲେ ଗ୍ରାମବାସୀ

ଭୁବନେଶ୍ୱର,୨୦।୫: ରାଜ୍ୟରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ସମୟରେ କେତେକ ସ୍ଥାନରେ ବିଶୃଙ୍ଖଳା ଘଟିଥିବା ଦେଖିବାକୁ ମିଳିଛି। ସୁନ୍ଦରଗଡ ନିର୍ବାଚନ ମଣ୍ଡଳୀର ଦର୍ଲିପାଲି ଲୋଚନ ହାଇସ୍କୁଲର ବୁଥ୍‌ ନମ୍ବର ୧୪୯ରେ ପୋଲିଂ କର୍ମଚାରୀମାନଙ୍କୁ ଗାଁ ଲୋକେ ତାଲା ପକାଇ ଦେଇଛନ୍ତି।

ସୂଚନାଯୋଗ୍ୟ, ୪ ଜଣ ଭୋଟର ବୁଥ୍‌ ମଧ୍ୟରେ ଉପସ୍ଥିତ ଥିବା ସତ୍ତ୍ୱେ ସେମାନଙ୍କୁ ପୋଲିଂ କର୍ମଚାରୀମାନେ ଭୋଟ ଦେବାକୁ ଅନୁମତି ଦେଇ ନ ଥିଲେ। ଯାହା ପରେ ଉତ୍ତେଜନା ଦେଖା ଦେଇଥିଲା। ଗ୍ରାମବାସୀ ପହଞ୍ଚି ସ୍କୁଲ ଗେଟ୍‌ରେ ତାଲା ପକାଇ ଦେଇଥିଲେ।

 

The post ପୋଲିଂ କର୍ମଚାରୀଙ୍କୁ ତାଲା ପକାଇଦେଲେ ଗ୍ରାମବାସୀ appeared first on Dharitri Odia News.