India Action Against Pakistan: ଭାରତରେ ରକ୍ତ ଝରାଇ ପାଣି ବିନା ଛଟପଟ ହେବ ପାକିସ୍ତାନ
ହାତରେ ମାରିବ, ଭାତରେ ବି ମାରିବ ଭାରତ । କଲବଲ ହୋଇ, ଛଟପଟ ହୋଇ ଜୀବନ ଜିଇବେ ପାକିସ୍ତାନବାସୀ । ଉପରେ ପାକିସ୍ତାନ ନାଁ ଦେଇ ଆତଙ୍କୀସ୍ତାନ ଭାବେ ଦେଶ ଛିଡ଼ା କରିଥିବା ଏ ପଡ଼ୋଶୀକୁ ଖୁବଶୀଘ୍ର ଭାରତ ଚଖାଇବ ପାନେ । ଭାରତରେ ରକ୍ତ ଝରାଇ ବିନା ପାଣିରେ ଛଟପଟ ହେବେ ପାକିସ୍ତାନବାସୀ ।