India-Bangladesh Trade Conflict: ୟୁନୁସଙ୍କୁ ପାନେ ଦେଲେ ମୋଦି, ସଙ୍କଟରେ ବାଂଲାଦେଶର ବଡ଼ ଶିଳ୍ପ

ବାଂଲାଦେଶରୁ ଅନ୍ୟ ଦେଶକୁ ଜାହାଜ ଯୋଗେ ଭାରତୀୟ ସମୁଦ୍ରରେ ହେଉଥିବା ମାଲ୍ ପରିବହନ ହୋଇଥାଏ । ଭାରତ ସରକାର ମିତ୍ର ରାଷ୍ଟ୍ର ହିସାବରେ ବାଂଲାଦେଶକୁ ଏହି ସୁବିଧା ଦେଇଥିଲେ । ଏଣିକି ବାଂଲାଦେଶକୁ ଏହି ସୁବିଧା ମିଳିବନି । ଭାରତର ସାମୁଦ୍ରିକ ସୀମା ଦେଇ ଅନ୍ୟ ଦେଶକୁ ବାଂଲାଦେଶ ଆଉ ମାଲ୍ ପରିବହନ କରିପାରିବ ନାହିଁ । ୟୁରୋପ୍, ନେପାଳ, ଭୁଟାନ ଓ ଅନ୍ୟ କେତେକ ଦେଶକୁ ଏହି ରୁଟରେ ମାଲ୍ ପଠାଇଥାଏ ବାଂଲାଦେଶ ।

India-Bangladesh Trade Conflict: ୟୁନୁସଙ୍କୁ ପାନେ ଦେଲେ ମୋଦି, ସଙ୍କଟରେ ବାଂଲାଦେଶର ବଡ଼ ଶିଳ୍ପ
Array