India on high alert across all sectors post-Operation Sindoor

#ଭାରତରେ_ହାଇଆଲର୍ଟ ଅପରେସନ ସିନ୍ଦୂର୍ ପରେ ଭାରତରେ ହାଇଆଲର୍ଟ । ଜଳ, ସ୍ଥଳ, ଆକାଶ ପଥରେ ସତର୍କତା ଜାରି । ଯେକୌଣସି ପରିସ୍ଥିତି ମୁକାବିଲା ପାଇଁ ଭାରତ ପ୍ରସ୍ତୁତ । ପାକିସ୍ତାନକୁ କଡ଼ା ଜବାବ ଦେବାକୁ ଭାରତୀୟ ସେନା ପ୍ରସ୍ତୁତ ହୋଇ ରହିଛି ।