India Pakistan Conflict: ପାକ୍ ଆର୍ମି ଚିଫ୍ ଆଖିରେ ଭାରତର ବ୍ରହ୍ମାସ୍ତ୍ର ଭୟ ! ଡାକୁଛନ୍ତି ଘନ ଘନ ବୈଠକ

ପାକିସ୍ତାନ ଆର୍ମି ଚିଫ୍ ଆଖିରେ ଭାରତର ବ୍ରହ୍ମାସ୍ତ୍ର ଡର। ଟେନସନରେ ଝାଳ ନାଳ ହେଲାଣି ଅସୀମ ମୁନିର। ମୁହଁରୁ ଉଡ଼ିଗଲାଣି ରଙ୍ଗ, ଡାକୁଛି ଘନ ଘନ ବୈଠକ। ଆକ୍ରମଣର କୋକୁଆ ଭୟରେ ଅନିଦ୍ରା ପାକିସ୍ତାନୀ ସେନା ।

India Pakistan Conflict: ପାକ୍ ଆର୍ମି ଚିଫ୍ ଆଖିରେ ଭାରତର ବ୍ରହ୍ମାସ୍ତ୍ର ଭୟ ! ଡାକୁଛନ୍ତି ଘନ ଘନ ବୈଠକ
Array