Wildlife Species Rescued: ଜୀବଜନ୍ତୁ ତସ୍କରୀ ଗ୍ୟାଙ୍ଗକୁ ଧରିଲା କଷ୍ଟମ ବିଭାଗ; ଉଦ୍ଧାର ହେଲା ଝିଟିପିଟି-ଗୋଧି-ବୋଡ଼ା ସାପ 

ଭୁବନେଶ୍ବର ଏୟାରପୋର୍ଟରୁ ଆଜି ଏକ ଆନ୍ତରାଷ୍ଟ୍ରୀୟ ଜୀବଜନ୍ତୁ ତସ୍କରୀ ଗ୍ୟାଙ୍ଗକୁ ଧରିଛି କଷ୍ଟମ ବିଭାଗ । ବ୍ୟାଂକକରୁ ଭାୟା ଭୁବନେଶ୍ବର ଦେଇ ଚେନ୍ନାଇ ଚାଲାଣ ହେଉଥିଲା ସ୍ବତନ୍ତ୍ର ଧରଣର ସାପ, କଇଁଛ ଓ ଝିଟିପିଟି । 

Wildlife Species Rescued: ଜୀବଜନ୍ତୁ ତସ୍କରୀ ଗ୍ୟାଙ୍ଗକୁ ଧରିଲା କଷ୍ଟମ ବିଭାଗ; ଉଦ୍ଧାର ହେଲା ଝିଟିପିଟି-ଗୋଧି-ବୋଡ଼ା ସାପ 
Array